Axis Bank ତରଫରୁ ବାହାରିଛି ନୁତନ ନିଯୁକ୍ତି ସୁଯୋଗ
ଅନେକ୍ ଯୁବକ ଯୁବତୀ ମାନଙ୍କର ବହୁତ୍ ଇଛାଥାଏ ସେମିନେ ବ୍ୟଙ୍କରେ ଚାକିରି କରନ୍ତୁ ବୋଲି ହେଲେ ବ୍ୟଙ୍କ୍ ନିଯୁକ୍ତିର ସୁଯୋଗ ବହୁତ୍ କମ୍ ରହିଥାଏ ହେଲେ Axis Bank ଆପଣଙ୍କ ପାଇଁ ନେଇ ଆସିଛି ୫୦୦ରୁ ଅଧିକ ନିଯୁକ୍ତି ସୁଯୋଗ ।ଏହି ନିଯୁକ୍ତି ଗୁଡିକରେ ଅନେକ ବିଭାଗ ରହିଅଛି ।ଆପଣ ଯଦି ୧୦ମ ପାସ୍ ,+୨ ପାସ୍ କିମ୍ବା +୩ ପାସ୍ କରିଛନ୍ତି ତବେ ଆପଣ ଏହି ଚାକିରି ପାଇବାକୁ ଏଠାରେ ଆବେଦନ କରିପାରିବେ ।ଏହି ପୋଷ୍ଟ୍ ମାଧ୍ୟମରେ ଆମେ ଆଲୋଚନା କରିବା Axis Bank ନିଯୁକ୍ତିରେ ଆବେଦନ କରିବାପାଇଁ କଣ କଣ ପୋଷ୍ଟ୍ ରହିଛି ।କେଉଁ ପୋଷ୍ଟ୍ ପାଇଁ କଣ କଣ ଶିକ୍ଷାଗତ ଯୋଗ୍ଯତା ରହିଛି ।କେଉଁମାନେ ଏହି ଚାକିରି ପାଇଁ ଆବେଦନ କରିପାରିବେ ।ଏହି ଚାକିରିର ସ୍ଥାନ କେଉଁ ସହର ବା ଜିଲ୍ଲା ଅଟେ ।ଏହି ଚାକିରିରେ ଦରମା କେତେ ମିଳିଥାଏ ଓ ଏହି ନିଯୁକ୍ତିରେ ଜଏନ୍ କରିବା ପାଈଁ କିପରି ଆବେଦନ କରିପାରିବା । - Assistant, Officer, Manager and other posts. ପୋଷ୍ଟ ସଂଖ୍ୟା :- 500+ 20:- Freshers/ Experience. କେଉଁ ମାଧ୍ୟମରେ ଆବେଦନ କରିପାରିବେ :- Online - Minimum age 18 years & QQ:- Good Salary as per Axis Bank rulers ଚାକିରିର ସ୍ଥାନ :- Across India Maximum age As per norms. 2169:-(General / OBC - Nill ( SC / ST Nill) Free ଆବେଦନର ଆରମ୍ଭ ଓ ଶେଷ ତାରିଖ -: All ready has started ...