Posts

Showing posts from January, 2022

*🌹☘️🙏🏻" ଆଜିର ଅନୁଚିନ୍ତା "🙏🏻☘️🌹* *ତାରିଖ : ୧୫.୦୧.୨୦୨୨,ଶନିବାର*

 . *🌹☘️🙏🏻" ଆଜିର ଅନୁଚିନ୍ତା "🙏🏻☘️🌹*             *ତାରିଖ : ୧୫.୦୧.୨୦୨୨,ଶନିବାର* *______________________________________* 🌻☘️🌸🌼🌼🙏🌼🌼🌸☘️🌻 *➡️"ମନେରଖନ୍ତୁ ଅନ୍ୟର ପରାମର୍ଶ ବା ଉପଦେଶ କୁ ଗ୍ରହଣ ନ କରି ନିଜକୁ ସବୁବେଳେ ଠିକ ଭାବିବା ମଧ୍ୟ ସମୟେ ସମୟେ ଅସଫଳତା ଆଣିଦିଏ !!"* *➡️"ଆଜି ମଣିଷ ମାନଙ୍କର ଚିନ୍ତାଧାରା ଏମିତି ହୋଇଯାଇଛି ଯେ , ଯଦି ତାଙ୍କୁ କିଏ ପଶୁ କହୁଛି ତ ରାଗି ଯାଉଛନ୍ତି ଆଉ ଯଦି କିଏ ସିଂହ କହୁଛି ତ ଗର୍ବ କରୁଛନ୍ତି !!"* *➡️"ପ୍ରକୃତରେ ଅନ୍ୟର ଆଖିରେ ଲୁହ ଦେଉଥିବା ଲୋକ ମନେ ରଖିବା ଦରକାର ଯେ ସେମାନଙ୍କ ପାଖରେ ବି ଦୁଇଟା ଆଖି ଅଛି . ସମୟ କେବେବି ପରିବର୍ତ୍ତନ ହୋଇପାରେ !!"* *➡️"ସବୁବେଳେ ନିଜ କଥାରେ ମଧୁରତା ରଖନ୍ତୁ , ଦେଖିବେ ଆପଣଙ୍କୁ ଖରାପ ବ୍ୟବହାର ଦେଉଥିବା ମଣିଷ ଟି ଦିନେ ନା ଦିନେ ଭଲ ବ୍ୟବହାର ସହିତ ଉଚିତ୍ ସମ୍ମାନ ଦେବାକୁ ବାଧ୍ୟ ହେବ !!"*                                       *🌹ଶୁଭ ସକାଳ🌹*        *🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹*

सभी परिवार के सदस्य कृपया ध्यान दें। ସମସ୍ତ ପରିବାରର ସଦସ୍ୟଗଣ କୃପାକରି ଧ୍ୟାନ ଦିଅନ୍ତୁ !

सभी परिवार के सदस्य कृपया ध्यान दें।  ସମସ୍ତ ପରିବାରର ସଦସ୍ୟଗଣ କୃପାକରି ଧ୍ୟାନ ଦିଅନ୍ତୁ ! 1. कभी भी खाली पेट न रहे। ୧. କେବେ ବି ଖାଲି ପେଟରେ ରହନ୍ତୁ ନାହିଁ। 2. उपवास न करें। ୨. ଉପବାସ କରନ୍ତୁ ନାହିଁ। 3. रोज एक घंटे धूप लें। ୩. ପ୍ରତ୍ଯହ ଏକ ଘଣ୍ଟା ସୂର୍ଯ୍ୟ କିରଣ ସେଵନ କରନ୍ତୁ। 4. AC का प्रयोग न करें। ୪. ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ରର ଵ୍ଯବହାର କରନ୍ତୁ ନାହିଁ। 5. गरम पानी पिएं, गले को गीला रखें। ୫. ଗରମ ପାଣି ପିଅନ୍ତୁ, ଗଳାକୁ ଆଦ୍ର ରଖନ୍ତୁ। 6. सरसों का तेल नाक में लगाएं। ୬. ସୋରିଷ ତେଲ ନାକରେ ଲଗାନ୍ତୁ। 7. घर में कपूर वह गूगल जलाएं। आप सुरक्षित रहे । घर पर रहेंi  ୭. ଘରେ ଶ୍ରୀକର୍ପୁର ଓ ଗୁଗ୍ ଗୁଳ ଜାଳନ୍ତୁ। ଆପଣ ସୁରକ୍ଷିତ ରହନ୍ତୁ। ଘରେ ରହନ୍ତୁ। 8. आधा चम्मच सोंठ हर सब्जी में पकते हुए डालें। ୮. ପ୍ରତ୍ୟେକ ପରିବା ରାନ୍ଧିବା ସମୟରେ ସେଥିରେ ଅଧା ଚାମଚ ଶୁଣ୍ଠି ଗୁଣ୍ଡ ପକାନ୍ତୁ। 9. रात को दही ना खायें। ୯. ରାତିରେ ଦହି ଖାଆନ୍ତୁ ନାହିଁ। 10. बच्चों को और खुद भी रात को एक एक कप हल्दी डाल कर दूध पिएं। ୧୦. ରାତିରେ ହଳଦି ପକାଇ ଏକ ଏକ କପ ଦୁଧ ପିଲାମାନଙ୍କୁ ପିଇବାକୁ ଦିଅନ୍ତୁ ଏବଂ ନିଜେ ମଧ୍ୟ ପିଅନ୍ତୁ । 11. हो सके तो एक चम्मच च्यवनप्राश खाएं। ୧୧. ଯଦି ସମ୍ଭବ ହୁଏ, ତାହାହେଲେ ଏକ ଚ...

Hydroelectric Power Plants In INDIA 🇮🇳

Image
 

*🎪🛕ଆଜିର ଅନୁଚିନ୍ତା🛕🎪*_ *🍁🍁🍁🍁🍁🍁🍁🍁🍁🍁*🍁 _*ତାରିଖ - ୦୯:୦୧:୨୦୨୨ (ରବିବାର)*_

 _ ********************************** *✤• • • • • • ✤ • • • • • • ✤• • • • • • ✤* *🦋ଜୀବନର ପ୍ରକୃତ ଆନନ୍ଦ ନେବାପାଇଁ ଅନ୍ୟ ଉପରେ କେବେହେଲେ ନିର୍ଭର କରନ୍ତୁ ନାହିଁ ବରଂ ନିଜ ରାସ୍ତାରେ ନିଜେ ଆଗେଇ ଚାଲନ୍ତୁ ।* *🦋ଜୀବନ ଓ ସମୟ ମଣିଷର ହିଁ ସର୍ବଶ୍ରେଷ୍ଠ ଗୁରୁ | ଜୀବନ ଆମକୁ ସମୟର ଉପଯୋଗ କରିବା ଶିଖାଇ ଥାଏ ତ ସମୟ ଆମକୁ ଜୀବନର ମୂଲ୍ୟବୋଧ ବତାଇଥାଏ ।* *🦋ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସଫଳତା ହାସଲ କରିବା । ଏଥିପାଇଁ ସ୍ୱପ୍ନ ଦେଖନ୍ତୁ । କଠୋର ପରିଶ୍ରମ କରନ୍ତୁ । ଅଯଥାରେ ସମୟ ସମୟ ନଷ୍ଟ ନକରି ସଂଘର୍ଷ କରି ଚାଲନ୍ତୁ।* *🦋ଧର୍ମ ଏବଂ କର୍ମ ମଣିଷ ଜୀବନର ଦୁଇଟି ଅଲଗା ଅଲଗା ରାସ୍ତା, କିନ୍ତୁ ଯେଉଁ ବ୍ୟକ୍ତି ନିଜ କର୍ମ ଭିତରେ ଧର୍ମ ର ମାର୍ଗ ଖୋଲି ପାରନ୍ତି, ସେହି ବ୍ୟକ୍ତି ପ୍ରକୃତ ରେ ଜୀବନ ଯାତ୍ରା ର ଉଚିତ ପଥିକ ଅଟନ୍ତି ।*            *🌞ଶୁଭ ସକାଳ🌞* _*ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!*_                 *🙏🏻 🔘ଜୟ ଜଗନ୍ନାଥ🔘🙏🏻*

Plants morphology

Image
 

Alloy

Image
 

World War

Image