सभी परिवार के सदस्य कृपया ध्यान दें। ସମସ୍ତ ପରିବାରର ସଦସ୍ୟଗଣ କୃପାକରି ଧ୍ୟାନ ଦିଅନ୍ତୁ !

सभी परिवार के सदस्य कृपया ध्यान दें।
 ସମସ୍ତ ପରିବାରର ସଦସ୍ୟଗଣ କୃପାକରି ଧ୍ୟାନ ଦିଅନ୍ତୁ !
1. कभी भी खाली पेट न रहे।
୧. କେବେ ବି ଖାଲି ପେଟରେ ରହନ୍ତୁ ନାହିଁ।
2. उपवास न करें।
୨. ଉପବାସ କରନ୍ତୁ ନାହିଁ।
3. रोज एक घंटे धूप लें।
୩. ପ୍ରତ୍ଯହ ଏକ ଘଣ୍ଟା ସୂର୍ଯ୍ୟ କିରଣ ସେଵନ କରନ୍ତୁ।
4. AC का प्रयोग न करें।
୪. ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ରର ଵ୍ଯବହାର କରନ୍ତୁ ନାହିଁ।
5. गरम पानी पिएं, गले को गीला रखें।
୫. ଗରମ ପାଣି ପିଅନ୍ତୁ, ଗଳାକୁ ଆଦ୍ର ରଖନ୍ତୁ।
6. सरसों का तेल नाक में लगाएं।
୬. ସୋରିଷ ତେଲ ନାକରେ ଲଗାନ୍ତୁ।
7. घर में कपूर वह गूगल जलाएं। आप सुरक्षित रहे । घर पर रहेंi 
୭. ଘରେ ଶ୍ରୀକର୍ପୁର ଓ ଗୁଗ୍ ଗୁଳ ଜାଳନ୍ତୁ। ଆପଣ ସୁରକ୍ଷିତ ରହନ୍ତୁ। ଘରେ ରହନ୍ତୁ।
8. आधा चम्मच सोंठ हर सब्जी में पकते हुए डालें।
୮. ପ୍ରତ୍ୟେକ ପରିବା ରାନ୍ଧିବା ସମୟରେ ସେଥିରେ ଅଧା ଚାମଚ ଶୁଣ୍ଠି ଗୁଣ୍ଡ ପକାନ୍ତୁ।
9. रात को दही ना खायें।
୯. ରାତିରେ ଦହି ଖାଆନ୍ତୁ ନାହିଁ।
10. बच्चों को और खुद भी रात को एक एक कप हल्दी डाल कर दूध पिएं।
୧୦. ରାତିରେ ହଳଦି ପକାଇ ଏକ ଏକ କପ ଦୁଧ ପିଲାମାନଙ୍କୁ ପିଇବାକୁ ଦିଅନ୍ତୁ ଏବଂ ନିଜେ ମଧ୍ୟ ପିଅନ୍ତୁ ।
11. हो सके तो एक चम्मच च्यवनप्राश खाएं।
୧୧. ଯଦି ସମ୍ଭବ ହୁଏ, ତାହାହେଲେ ଏକ ଚାମଚ ଲେଖାଁ ଚ୍ଯବନପ୍ରାସ ଖାଆନ୍ତୁ।
12. घर में कपूर और लौंग डाल कर धूनी दें।
୧୨. ଘରେ ଶ୍ରୀକର୍ପୁର ଏବଂ ‌ଲଵଙ୍ଗ ପକାଇ ଧୂଆଁ ଦିଅନ୍ତୁ।
13. सुबह की चाय में एक लौंग डाल कर पिएं।
୧୩. ସକାଳର ଚା' ରେ ଏକ ଗୋଟି ଲବଙ୍ଗ ପକାଇ ପିଅନ୍ତୁ।
14. फल में सिर्फ संतरा ज्यादा से ज्यादा खाएं।
୧୪. ଫଳ ମଧ୍ୟରେ କେବଳ କମଳା ଅଧିକରୁ ଅଧିକ ଖାଆନ୍ତୁ।
15. आंवला किसी भी रूप में चाहे अचार, मुरब्बा,चूर्ण इत्यादि खाएं।
୧୫. ଅଁଳା ଯେ କୌଣସି ରୂପରେ, ସେ ଆଚାର ବା ମିଠାପାଗ ବା ଚୂର୍ଣ୍ଣ ଇତ୍ୟାଦି ହୋଇଥାଉନା କାହିଁକି - ତାକୁ ଖାଆନ୍ତୁ।
यदि आप Corona को हराना चाहते हो तो कृपया करके ये सब अपनाइए।
ଯଦି ଆପଣ କରୋନାକୁ ହରାଇବାକୁ ଚାହଁନ୍ତି, ତାହାହେଲେ କୃପାକରି ଏ ସବୁକୁ ନିଜର କରିନିଅନ୍ତୁ।
हाथ जोड़ कर प्रार्थना है आप सबसे, आगे अपने जानने वालों को भी यह जानकारी भेजें।
ଆପଣ ସମସ୍ତଙ୍କୁ ହାତ ଯୋଡ଼ିକରି ପ୍ରାର୍ଥନା କରାଯାଉଛି କି, ଆପଣଙ୍କ ସମସ୍ତ ପରିଚିତଙ୍କ ନିକଟକୁ ମଧ୍ୟ ଏହି ସୂଚନା ପ୍ରେରଣ କରନ୍ତୁ। 
दूध में हल्दी आपके शरीर में इम्यूनिटी को बढ़ाएगा।
ଦୁଧରେ ହଳଦି ଆପଣଙ୍କ ଶରୀରରେ Immunity ବା ରୋଗପ୍ରତିରୋଧକଶକ୍ତି ବଢ଼ାଇବ।
........ सभी आई टी सैल इस पोस्ट को जमकर शेयर करें। सभी से मेरी अपील है इस पोस्ट को ज्यादा से ज्यादा शेयर करें। 
.........ସମସ୍ତ ସୂଚନା ପ୍ରଯୁକ୍ତି ର ସଂସ୍ଥା ଗୁଡ଼ିକ ଏହାର ଖୁବ୍ ପ୍ରସାର କରନ୍ତୁ। ସମସ୍ତଙ୍କୁ ମୋର ପ୍ରାର୍ଥନାକି, ପୁନର୍ବିଚାର କରି ଏହି ବାର୍ତ୍ତାକୁ ଅଧିକରୁ ଅଧିକ ପ୍ରସାର କରନ୍ତୁ।
....।।।।।।।।।। जागरूकता अभियान
...... ଜାଗରଣ ଅଭିଯାନ

Comments

Popular posts from this blog

B ed 1st Year Class 2023