*ସ୍ୱାସ୍ଥ୍ୟ ସମ୍ୱନ୍ଧ ରେ*
*ସ୍ୱାସ୍ଥ୍ୟ ସମ୍ୱନ୍ଧ ରେ*
1. The STOMACH
is injured when
you do not have
breakfast in the
morning.
ପାକସ୍ଥଳୀ କ୍ଷତ ହୁଏ ସକାଳୁ ଜଳଖିଆ ନ ଖାଇଲେ।
2. The KIDNEYS
are injured when
you do not even
drink 10 glasses
of water in 24
hours.
ମୂତ୍ରାଶୟ କ୍ଷତ ହୁଏ ଦିନକୁ10 ଗ୍ଲାସ ପାଣି ନ ପିଇଲେ।
3. GALLBLADDR
is injured when
you do not even
sleep until 11
o'clock and do not
wake up to the
sunrise.
ପିତ୍ତକୋଷ କ୍ଷତ ହୁଏ ଯଦି ତୁମେ 11ଟା ସୁଦ୍ଧା ନ ଶୁଅ ଏବଂ ସୂର୍ଯ୍ୟୋଦୟ ସୁଦ୍ଧା ନ ଉଠ।
4. The SMALL
INTESTINE is
injured when you
eat cold and stale
food.
କ୍ଷୁଦ୍ର ଅନ୍ତ୍ର କ୍ଷତ ହୁଏ ଯେତେବେଳେ ତୁମେ ଥଣ୍ଡା ଏବଂ ବାସି ଖାଅ।
5. The LARGE
INTESTINES are
injured when you
eat more fried
and spicy food.
ବୃହତ ଅନ୍ତ୍ର କ୍ଷତ ହୁଏ ଯେତେବେଳେ ତୁମେ ଅତ୍ୟନ୍ତ ଭଜା ଏବଂ ମସଲା ଖାଦ୍ୟ ହୁଅ।
6. The LUNGS are
injured when you
breathe in smoke
and stay in
polluted
environment of
cigarettes.
ଫୁସଫୁସ କ୍ଷତ ହୁଏ ଯେତେବେଳେ ତୁମେ ଶ୍ୱାସ ରେ ସିଗାରେଟ ଧୂଆଁ ଗ୍ରହଣ କର ଏବଂ ପ୍ରଦୂଷିତ ବାତାବରଣ ରେ ରୁହ।
7. The LIVER is
injured when you
eat heavy fried
food, junk, and
fast food.
ଯକୃତ କ୍ଷତାକ୍ତ ହୁଏ ଯେବେ ତୁମେ ଗୁରୁପାକ ଖାଦ୍ୟ ଖାଅ ଏବଂ ଭଜା, ଜଙ୍କଏବଂ ଫାଷ୍ଟଫୁଡ଼ ଖାଅ।
8. The HEART is
injured when you
eat your meal with
more salt and
cholesterol.
ହୃଦୟ କ୍ଷତାକ୍ତ ହୁଏ ଯେତେବେଳେ ତୁମେ ଖାଦ୍ୟ ସହ ଲୁଣ ଏବଂ କୋଲେଷ୍ଟ୍ରୋଲ ଥିବା ଖାଦ୍ୟ ଖାଅ।
9. The PANCREAS
is injured when
you eat sweet
things because
they are tasty and
freely available.
ଅଗ୍ନ୍ୟାଶୟ କ୍ଷତାକ୍ତ ହୁଏ ଯେତେବେଳେ ତୁମେ ମିଠା ଖାଦ୍ୟ ଖାଅ କାରଣ ସେ ସବୁ ସୁଆଦିଅ ଏବଂ ମୁକ୍ତ ଭାବେ ମିଳେ।
10. The Eyes are
injured when you
work in the light
of mobile phone
and computer
screen in the
dark.
ଆଖି କ୍ଷତାକ୍ତ ହୁଏ ଯେତେ ବେଳେ ତୁମେ ଅନ୍ଧାର ରେ ମୋବାଇଲ ଫୋନ ଏବଂ କମ୍ପ୍ୟୁଟର ପରଦା ରେ କାମ କର।
11. The Brain is
injured when you
start thinking
negative
thoughts.
ମସ୍ତିଷ୍କ କ୍ଷତାକ୍ତ ହୁଏ ଯେତେ ତୁମେ ନକରାତ୍ମକ ଭାବନା ସବୁ ଚିନ୍ତା କର।
12. The SOUL gets
injured when you
don't have family
and friends to
care and share
with you in life
their love,
affection,
happiness,
sorrow and joy.
ଆତ୍ମା କ୍ଷତାକ୍ତ ହୁଏ ଯେତେବେଳେ ତୁମର ପରିବାର, ବନ୍ଧୁମାନେ ସେମାନଙ୍କ ପ୍ରେମ, ସ୍ନେହ, ହସଖୁସି ,ଦୁଃଖ କୁ ତୁମ ସହ ଯତ୍ନ ଏବଂ ଭାଗ କରିବା କୁ ନ ଥାନ୍ତି।
So take good
care and keep
your body parts
healthy.
ପ୍ରତ୍ୟହ ଯୋଗାସନ, ପ୍ରାଣାୟମ, ଧ୍ୟାନ, ଗୀତା ଅଧ୍ୟୟନ କରନ୍ତୁ.
Comments
Post a Comment